ଭୁବନେଶ୍ବର : ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିିତିରେ ସାମିଲ ହୋଇଥିବା ସୂଚନା ମିଳିଛି। ସୁନନ୍ଦା ୨୦୧୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ହୋଇଥିଲେ। ୨୦୨୪ ନିର୍ବାଚନରେ ସୁନନ୍ଦାଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିଲା। କିଛି ଦିନ ପୂର୍ବରୁ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ।

November 6, 2024
0 Comment
43 Views
ସମର୍ଥକଙ୍କ ସହ ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ
by Editor
ଭୁବନେଶ୍ବର : ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିିତିରେ ସାମିଲ ହୋଇଥିବା ସୂଚନା ମିଳିଛି। ସୁନନ୍ଦା ୨୦୧୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ହୋଇଥିଲେ। ୨୦୨୪ ନିର୍ବାଚନରେ ସୁନନ୍ଦାଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିଲା। କିଛି ଦିନ ପୂର୍ବରୁ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ସେ... Read More