Site icon ଆଜିକାଲି

୨୨ ସେପ୍ଟେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ଆପଣଙ୍କ ଘରର ମାହୋଲ ଭଲ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଭାଗ୍ୟ ପୂରା ସମର୍ଥନ କରିବ। ଉନ୍ନତିର ନୂଆ ରାସ୍ତା ଖୋଲିବ।

ମିଥୁନ: ପାରିବାରିକ ସମ୍ପର୍କ ଦୃଢ଼ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନ ସୁଖମୟ ହେବ। ଅଫିସ୍‌ର ମାହୋଲ ଭଲ ରହିବ।

କର୍କଟ: ଆପଣଙ୍କ ସମୟ ପିଲାମାନଙ୍କ ସହିତ ବିତିବ। କୌଣସି ନୂଆ କାମ ଆରମ୍ଭ କରିବାକୁ ଚିନ୍ତା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଅଫିସ୍‌ କାମରେ ଅଧିକ ବ୍ୟସ୍ତ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ନିଜ ଖର୍ଚ୍ଚକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଅଫିସ୍‌ରେ ସମସ୍ତ ଲୋକଙ୍କ ସହିତ ତାଳମେଳ ଭଲ ରହିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହେବେ। ପୁରୁଣା ସାଙ୍ଗଙ୍କୁ ଭେଟିବେ।

ତୁଳା: କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ରହିଛି। ପରିବାର ଲୋକଙ୍କ ସହିତ ସପିଂ କରିବାକୁ ଯୋଜନା କରିବେ।

ବିଛା: ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବଢ଼ିବ। ମନ ପ୍ରସନ୍ନ ରହିବ। ଭୌତିକ ସୁଖ, ସୁବିଧା ବଢ଼ିବ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

ଧନୁ: ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ମିଳିବ।

ମକର: ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜର କାମ ଭଲ ଭାବରେ ପୂରା କରିବେ। ଅନ୍ୟକୁ ନିଜର ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ।

କୁମ୍ଭ: ଆପଣ ଭାବିଥିବା କାମ ପୂରା ହେବ। ଛାତ୍ରମାନଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ଫିଟ୍‌ ଏବଂ ଫାଇନ୍‌ ରହିବେ।

ମୀନ: ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବେ। ସାଙ୍ଗମାନଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି।

Exit mobile version