କେନ୍ଦୁଝର, ହିନ୍ଦୁ ଧର୍ମର ନିୟମ ଅନୁସାରେ ଦେବଦେବୀ ଙ୍କୁ ପୂଜା କରିବା ସହିତ ଗୋମାତା ଙ୍କୁ ପୂଜା କରିବାର ପ୍ରଥା ରହିଆସିଛି। ସେହିପରି ସୋମବାର ଦିନ ରକ୍ଷା ବନ୍ଧନ ଅବସରରେ କେନ୍ଦୁଝର ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ଶ୍ରୀମନ୍ତ ତ୍ରିପାଠୀ ଏବଂ ତାଙ୍କ ପରିବାର ବର୍ଗ ଯୋଡ଼ା ବ୍ଲକ ର ଭଦ୍ରା ସାହି ପଞ୍ଚାୟତ ଅନ୍ତର୍ଗତ ନିଜ ଗ୍ରାମ ଭୁଷୁଗାଁ ଠାରେ ନିଜ ଘରେ ଥିବା ଗୋମାତା ତଥା ଆଖପାଖ ଅଞ୍ଚଳର ଗୋମାତା ମାନଙ୍କୁ ରାଖି ବାନ୍ଧିବା ସହିତ ବନ୍ଦାପନା କରିଥିଲେ । ଏହି ପରି ଗୋମତାଙ୍କୁ ରାଖି ବାନ୍ଧିବା ହିନ୍ଦୁ ଧର୍ମର ଏକ ପରମ୍ପରା ହୋଇଥିଲେ ମଧ୍ୟ ସମାଜସେବୀ ଶ୍ରୀ ତ୍ରିପାଠୀଙ୍କ ଏଭଳି ପ୍ରୟାସ ପାଇଁ ପ୍ରସଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
August 19, 2024
0 Comment
36 Views
ଗୋବଂଶ ର ସୁରକ୍ଷା ପାଇଁ ଗୋମାତା ଙ୍କୁ ରାଖି ବାନ୍ଧିଲେ ସମାଜସେବୀ
କେନ୍ଦୁଝର, ହିନ୍ଦୁ ଧର୍ମର ନିୟମ ଅନୁସାରେ ଦେବଦେବୀ ଙ୍କୁ ପୂଜା କରିବା ସହିତ ଗୋମାତା ଙ୍କୁ ପୂଜା କରିବାର ପ୍ରଥା ରହିଆସିଛି। ସେହିପରି ସୋମବାର ଦିନ ରକ୍ଷା ବନ୍ଧନ ଅବସରରେ କେନ୍ଦୁଝର ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ଶ୍ରୀମନ୍ତ ତ୍ରିପାଠୀ ଏବଂ ତାଙ୍କ ପରିବାର ବର୍ଗ ଯୋଡ଼ା ବ୍ଲକ ର ଭଦ୍ରା ସାହି ପଞ୍ଚାୟତ ଅନ୍ତର୍ଗତ ନିଜ ଗ୍ରାମ ଭୁଷୁଗାଁ ଠାରେ ନିଜ ଘରେ ଥିବା ଗୋମାତା ତଥା ଆଖପାଖ ଅଞ୍ଚଳର ଗୋମାତା ମାନଙ୍କୁ... Read More