Site icon ଆଜିକାଲି

ମା’ ବିରଜାଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ଯାଜପୁର : ଯାଜପୁର ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମା’ ବିରଜା ମନ୍ଦିରରେ ଦର୍ଶନ କରିବା ସହିତ ମନ୍ଦିର ଚତୁରପାର୍ଶ୍ଵରେ ପରିକ୍ରମା କରିଥିଲେ । ପରେ ସ୍ୱତନ୍ତ୍ର ପୂଜା ପାଠ କରିବା ସହ ମୁକ୍ତି ମଣ୍ଡପରେ ସେବାୟତ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ମିଶନ ଶକ୍ତି ଭବନ ଯାଇ ମିଶନ ଶକ୍ତିର ମହିଳାଙ୍କ ସହିତ ଆଲୋଚନା କରିଥିଲେ ।

Exit mobile version