Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମି ପୁରସ୍କାର ବିଜୟୀ ସଂଗୀତଜ୍ଞ ରିକି କେଜ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ତିନି ତିନିଥରର ଗ୍ରାମି ପୁରସ୍କାର ବିଜୟୀ ସଂଗୀତଜ୍ଞ ରିକି କେଜ୍ । ଅର୍ନ୍ତଜାତୀୟ ମାଣ୍ଡିଆ ବର୍ଷରେ ଓଡ଼ିଶା ସରକାର ରିଲିଜ କରିଥିବା ‘ମାଣ୍ଡିଆ’ ଗୀତରେ ଯୋଗଦାନ ପାଇଁ ରିକି କେଜଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version