Site icon ଆଜିକାଲି

ବିପୁଳ ପରିମାଣରେ କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର : ବିପୁଳ ପରିମାଣରେ କଫ୍‌ ସିରପ୍ ବୋତଲ ଜବତ ହୋଇଛି । ୧୦ହଜାର ୮୦୦ ବୋତଲ କଫ୍‌ ସିରପ୍ ଜବତ କରିଛି ସମ୍ବଲପୁର ଟାଉନ ଥାନା ପୁଲିସ । ଏହାସହିତ ଘଟଣାରେ ୨୬ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ସମ୍ବଲପୁର ଓ ସୋନପୁର ଅଞ୍ଚଳର ବୋଲି ଜଣାପଡିଛି ।

Exit mobile version