Site icon ଆଜିକାଲି

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍‌ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ବୈଠକରେ ପ୍ରାୟ ୧୦ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ତେବେ କେଉଁ କେଉଁ ପ୍ରସ୍ତାବ । ସେନେଇ ସବିଶେଷ ସୂଚନା ମିଳିନାହିଁ ।

Exit mobile version