Site icon ଆଜିକାଲି

ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ରାତିସାରା ଦୌଡ଼ିରେ ବାନ୍ଧି ଗଣଦୁଷ୍କର୍ମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପଟିଆ ରେଳ ଷ୍ଟେସନରେ ଦୁଇ ବ୍ୟକ୍ତି ୧୨-୧୪ ବର୍ଷ ବୟସର ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଭୁବନେଶ୍ୱର ଚାଇଲ୍ଡଲାଇନ ଇନଫୋସିଟି ପୋଲିସକୁ ଖବର ଦେଇଥିଲା ଓ ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ନାବାଳିକା ମାନେ ନିଜ ପରିବାର ସହିତ ପଟିଆ ଅଞ୍ଚଳରେ ରୁହନ୍ତି । ଏହି ପୀଡ଼ିତାମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ସେମାନଙ୍କୁ କାଉନସେଲିଂର ଆବଶ୍ୟକ ରହିବା ସହ ଶିଶୁ କଲ୍ୟାଣ କମିଟି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Exit mobile version