Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି।

ବାଲେଶ୍ବରରୁ ୧ , ବରଗଡ଼ରୁ ୭, ବଲାଙ୍ଗୀରରୁ ୭ , କଟକରୁ ୨୬ , ଦେବଗଡ଼ରୁ ୩ , ଢେଙ୍କାନାଳରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୬, ଯାଜପୁରରୁ ୩ , ଝାରସୁଗୁଡ଼ାରୁ ୧ , କଳାହାଣ୍ଡି ଜିଲ୍ଲାରୁ ୪ , କନ୍ଧମାଳରୁ ୪ , କେନ୍ଦ୍ରାପଡ଼ାରୁ ୧ , ଖୋର୍ଦ୍ଧା ଜିଲ୍ଲାରୁ ୨୮, , କୋରାପୁଟରୁ ୨, ମୟୂରଭଞ୍ଜରୁ ୨ , ନବରଙ୍ଗପୁରରୁ ୪, ନୟାଗଡ଼ ଜିଲ୍ଲାରୁ ୫ , ନୂଆପଡ଼ାରୁ ୭ , ପୁରୀରୁ ୧୦ , ରାୟଗଡ଼ାରୁ ୧ , ସମ୍ବଲପୁରରୁ ୩ , ସୋନପୁରରୁ ୪ , ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧ ହଜାର ୭୬୭ ସକ୍ରିୟ ମାମଲା ରହିଛି।

Exit mobile version