Site icon ଆଜିକାଲି

ମୁଣ୍ଡଳି ବ୍ରିଜ୍‌ରୁ କେହି ଡେଇଁ ପଡ଼ିଥିବା ସନ୍ଦେହ

ଆଠଗଡ଼ : ପୁଣି ମହାନଦୀ ମୁଣ୍ଡଳୀ ବ୍ରିଜରେ ଅଘଟଣ । ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁ ପଡ଼ିଥିବା ସନ୍ଦେହ । ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଥିବାରୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

Exit mobile version