Site icon ଆଜିକାଲି

ବିପଦ ସଙ୍କେତ ତଳେ ଜଳକା ଜଳସ୍ତର, ବନ୍ୟା ଆଶଙ୍କା

ବସ୍ତା : ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଜଳକା ନଦୀର ପାଣି । ଗତ ଦିନି ଦିନ ଧରି ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ବଢୁଛି ଜଳକାନଦୀର ଜଳସ୍ତର । ବସ୍ତା ମଥାନୀଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିଲା ବେଳେ ଶୁକ୍ରବାର ସକାଳା ୬ ଟା ସୁଦ୍ଧା ଜଳସ୍ତର ୬.୪୧ ମିଟରରେ ପ୍ରଭାବିତ ହେଉଛି ବନ୍ୟାଜଳ । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି ।

Exit mobile version