Site icon ଆଜିକାଲି

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ -୨ ପରୀକ୍ଷା ଫଳ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ -୨ ପରୀକ୍ଷା ଫଳ । ଏଥର ସର୍ବଭାରତୀୟ ସ୍ତରରେ ୪୩ ଜଣ ପରୀକ୍ଷାର୍ଥୀ ପରଫେକ୍ଟ ୧୦୦ ପର୍ସେଣ୍ଟାଇଲ ସହ ପାସ କରିଛନ୍ତି । ପ୍ରିୟଙ୍କା ସର ହୋଇଛନ୍ତି ଓଡ଼ିଶା ଟପ୍ପର । ୯୯ ଦଶମିକ ୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ଓଡ଼ିଶା ଟପ୍ପର ହୋଇଛନ୍ତି ।jeemain.nta.nic.in ଓ ntaresults.nic.in.ରେ ରେଜଲ୍ଟ ଉପଲବ୍ଧ ହେଉଛି ।

Exit mobile version