Site icon ଆଜିକାଲି

ଗୋପାଳ ସାହି ଛାମୁଣ୍ଡା ରେ କାର୍ତ୍ତିକେଶ୍ଵର ପୂଜା ଧୁମଧାମରେ ପାଳିତ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ଗୋପାଳ ସାହି ଠାରେ ରୁଦ୍ରପୁତ୍ର ପ୍ରଭୁ କାର୍ତ୍ତିକେଶ୍ଵର ଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ରେ ଝୁମୁଥିଲେ ଅଞ୍ଚଳ ବାସୀ । ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ କାର୍ତ୍ତିକେଶ୍ଵର ପୂଜା କମିଟି ର ସଦସ୍ୟ ମାନେ । କମିଟିର ସଭାପତି ସୁରେନ୍ଦ୍ର ସାହୁ,ସଂପାଦକ ଅରୁଣ ସାହୁ, ସଦସ୍ୟ ନାରାୟଣ ସାହୁ, ବିଷ୍ଣୁଚରଣ ସାହୁ, ପ୍ରଦୀପକିଶୋର ସାହୁ,ଯତୀନ୍ଦ୍ର ନାୟକ,ତପନ କୁମାର ପ୍ରଧାନ, ଚନ୍ଦନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଗୁପ୍ତେଶ୍ଵର ନାୟକ,ଘନଶ୍ୟାମ ନାୟକ,ସୁରେଶ ମହାକୁଡ଼ ମୂର୍ତ୍ତି ଗଢ଼ି ଥିଲେ ।

FacebookTwitterLinkedinWhatsapp
Exit mobile version