Site icon ଆଜିକାଲି

ଆଜିଠୁ ସନ୍ଧ୍ୟା ୭ ଟାରେ ବନ୍ଦ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର।

କୋଣାର୍କ : କୋଣାର୍କ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ । ଆଜିଠୁ ସନ୍ଧ୍ୟା ୭ ଟାରେ ବନ୍ଦ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର।

ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ରୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲା ରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ। ପୂର୍ବରୁ ସନ୍ଧ୍ୟା ୬ ଟାରେ ସୂର୍ଯ୍ୟ ମନ୍ଦିର ବନ୍ଦ ହେଉଥିଲା। ଆସନ୍ତା ଅକ୍ଟୋବର ୩୧ ତାରିଖ ପାର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଥିବା ନେଇ ଏଏସଆଇ ବିଭାଗ ପକ୍ଷରୁ ସୂଚନା ମିଳିଛି।

Exit mobile version