Site icon ଆଜିକାଲି

କୋରେଇ ଟ୍ରେନ ଦୁର୍ଘଟଣା : ୮ଟି ଟ୍ରେନର ଚଳାଚଳ ବାତିଲ, ୧୨ଟିର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର : ଯାଜପୁର ଜିଲା କୋରେଇରେ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ଟି ଟ୍ରେନ ବାତିଲ କରାଯାଇଛି । ବାତିଲ କରାଯାଇଥିବା ଟ୍ରେନଗୁଡିକ ହେଲା- ହାଓ୍ବଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ, ହାଓ୍ବଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଏକ୍ସପ୍ରେସ, ପୁରୀ- ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର, ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ, ଏକ୍ସପ୍ରେସ, ପୁରୀ- ଶାଲିମାର ଏକ୍ସପ୍ରେସ । ଅନ୍ୟ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

Exit mobile version