Site icon ଆଜିକାଲି

ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ

ଭୁବନେଶ୍ବର : ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ । ନୟାପଲ୍ଲୀ ଥାନା ବ୍ଲାକମେଲ ମାମଲାରେ ସେ ସେଠାରେ ହାଜର ହେବେ। ସୁରକ୍ଷା ଦୃଷ୍ଟିରୁ ଜେଲରୁ ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହେବା ନେଇ ସୂଚନା ରହିଛି।

ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଗତ ୨୧ ତାରିଖରେ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା।

Exit mobile version