Site icon ଆଜିକାଲି

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର : ପୁଣି ଏକ ବାଘର ମୃତ୍ୟୁ । ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ନିକଟରେ ଗତ ବିଳମ୍ବିତ ରାତିରେ ବାଘଟିକୁ ଗାଡ଼ି ଧକ୍କା ଦେଇଥିଲା । ବନ ବିଭାଗ ଦ୍ବାରା ବାଘକୁ ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାଘଟିକୁ ପ୍ରାୟ ୩ ବର୍ଷ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version