କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ମଦ ବିକ୍ରି । ଜାନୁଆରୀ ୧୭ ଏବଂ ୨୨ ତାରିଖ ବନ୍ଦ ରହିବ ସମସ୍ତ ମଦ ଦୋକାନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।