Site icon ଆଜିକାଲି

ମହାପାତ୍ର ନୀଳମଣି ସାହୁ ଥିଲେ ଜଣେ ବାସ୍ତବବାଦୀ ସାହିତ୍ୟ ସ୍ରଷ୍ଟା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାବନ୍ଧିକ ମହାପାତ୍ର ନୀଳମଣି ସାହୁଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ‘ଅଭିଶପ୍ତ ଗନ୍ଧର୍ବ’, ‘ଆକାଶ ପାତାଳ’, ‘ବିହଙ୍ଗ ବିପ୍ଳବ’ ଭଳି କାଳଜୟୀ ରଚନା ଏହି ବାସ୍ତବବାଦୀ ସାହିତ୍ୟ ସ୍ରଷ୍ଟାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version