Site icon ଆଜିକାଲି

ତାଲିକା ପ୍ରସ୍ତୁତ, କୁଖ୍ୟାତ ଅପରାଧୀଙ୍କୁ ସହରରୁ କରାଯିବ ତଡିପାର

ଭୁବନେଶ୍ୱର: ପାର୍ବଣ ପୂର୍ବରୁ କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ। ସହରରୁ ତଡିପାର କରିବାକୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ଜାମିନରେ ଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ସବୁ ଥାନା ସ୍ତରରେ ସ୍ପେଶାଲ୍‌‌ ଡ୍ରାଇଭ୍‌‌ ଆରମ୍ଭ ହୋଇଥିବା କମିଶନର ସୂଚନା ଦେଇଛନ୍ତି।

Exit mobile version