Site icon ଆଜିକାଲି

ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି

ଭୁବନେଶ୍ୱର : ରାଜ୍ୟ ବିଜେପିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ବରିଷ୍ଠ ନେତା ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ।

ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ ମନମୋହନ। ବିଜେଡି- ବିଜେପି ରାଜ୍ୟରେ ମେଣ୍ଟ ସରକାର ଥିଲା ବେଳେ ମନ୍ତ୍ରୀ ଥିଲେ ମନମୋହନ ।

Exit mobile version