Site icon ଆଜିକାଲି

ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଆଳୁ ଟ୍ରକ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ଥିବାରୁ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ବାଲେଶ୍ୱର ସୀମାରେ ଅଟକି ରହିଛି ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୁଲିସ ଟ୍ରକକୁ ଅଟକାଇ ରଖିବା ସହ ଜଗି ରହିଛନ୍ତି । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନାହିଁ । ସୀମାବର୍ତ୍ତୀ ୪ଟି ରାସ୍ତାରେ ଶହ ଶହ ଟ୍ରକ ଅଟକି ରହିଥିବା ବେଳେ ରାସ୍ତାକୁ ସିଲ୍‍ କରାଯାଇଛି ।

Exit mobile version