Site icon ଆଜିକାଲି

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଉଡ଼ାଇ ଦେଲେ ରେଳ ଧାରଣା

ରାଉରକେଲା : ରେଳ ଧାରଣା ଉଡ଼ାଇଲେ ମାଓବାଦୀ। ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ବିଳମ୍ବିତ ରାତିରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ। ଫଳରେ ହାୱଡ଼ା-ମୁମ୍ବାଇ ମେନ୍ ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେନ ଅଟକି ରହିଛି। ପ୍ରାୟ ୧୫ ରୁ ୨୦ ମାଓବାଦୀ ସାଧା ପୋଷାକରେ ଆସି ଏଭଳି କାଣ୍ଡ କରିଥିବା କହିଛନ୍ତି ପ୍ରତକ୍ଷଦର୍ଶୀ । ଆଗାମୀ ୨୨ ତାରିଖରେ ଭାରତ ବନ୍ଦ କୁ ଦୃଷ୍ଟି ରେ ରଖି ଏଭଳି କାଣ୍ଡ ଘଟାଇଛନ୍ତି ଲଲବହିନୀ ।

Exit mobile version