ନୂଆଦିଲ୍ଲୀ: କଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଡାଇ ତୁଡାଇ ପଚରାଉଚରା ଏବଂ ଜେରା କରୁଛି ସିବିଆଇ। ସୋମବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଘୋଷଙ୍କୁ ଜେରା ସରିବା ପରେ ଆଜି ସକାଳୁ ପୁଣି କିଛି ମେଡିକାଲ କର୍ମଚାରୀଙ୍କୁ ଜେରା କରାଯାଇଛି। ତାସହ କଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀ ବା ସିଏଫଏସଏଲ୍ ର ୫ ଜଣିଆ ଟିମ୍। ମାମଲାରେ କଲକାତା ପୁଲିସ୍ ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଆଜି ହେବ ପଲିଗ୍ରାଫ୍ ଟେଷ୍ଟ। କଲକାତା ହାଇକୋର୍ଟରୁ ଅନୁମତି ମିଳିବା ପରେ ଏ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି। ସେପଟେ ଘଟଣାରେ ଆଜି ନିଜ ଆଡୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।

August 20, 2024
0 Comment
113 Views
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
by Editor
ନୂଆଦିଲ୍ଲୀ: କଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଡାଇ ତୁଡାଇ ପଚରାଉଚରା ଏବଂ ଜେରା କରୁଛି ସିବିଆଇ। ସୋମବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଘୋଷଙ୍କୁ ଜେରା ସରିବା ପରେ ଆଜି ସକାଳୁ ପୁଣି କିଛି ମେଡିକାଲ କର୍ମଚାରୀଙ୍କୁ ଜେରା କରାଯାଇଛି। ତାସହ କଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀ ବା ସିଏଫଏସଏଲ୍ ର ୫ ଜଣିଆ ଟିମ୍। ମାମଲାରେ କଲକାତା ପୁଲିସ୍ ଗିରଫ... Read More