Site icon ଆଜିକାଲି

୧୧ ସେପ୍ଟେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ମନ ଶାନ୍ତ ରହିବ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ।

ବୃଷ: ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସାଙ୍ଗମାନଙ୍କ ସହଯୋଗ ପାଇବେ। ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଖର୍ଚ୍ଚ ବଢ଼ିବ। କୌଣସି ମିତ୍ରଙ୍କ ସହଯୋଗରୁ ଚାକିରି ମିଳିପାରେ। ଆଶା ଓ ନିରାଶାର ଭାବ ମନରେ ରହିବ।

କର୍କଟ: ଆତ୍ମବିଶ୍ୱାସ ଭରପୂର ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ।

ସିଂହ: ଅଯଥା ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବାପାଙ୍କ ସହଯୋଗ ମିଳିବ।

କନ୍ୟା: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ବସ୍ତ୍ର ଉପରେ ଖର୍ଚ୍ଚ ବଢ଼ିବ।

ତୁଳା: କ୍ରୋଧରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ରହିବ। ବସ୍ତ୍ର ଉପହାର ମିଳିପାରେ। ଆୟର ଅଭାବ ରହିବ।

ବିଛା: ପଠନ ପ୍ରତି ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବିଦେଶ ଯାତ୍ରା କରିପାରନ୍ତି। ସଂଯତ ରୁହନ୍ତୁ।

ଧନୁ: ମାନସିକ ଶାନ୍ତି ରହିବ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ଆଳସ୍ୟ ଅଧିକ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ମକର: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ବୌଦ୍ଧିକ କାର୍ଯ୍ୟରୁ ଆୟ ବଢ଼ିପାରେ। ଭାଇମାନଙ୍କ ସହଯୋଗ ମିଳିବ।

କୁମ୍ଭ: ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବସ୍ତ୍ର ପ୍ରତି ରୁଚି ବଢ଼ିବ।

ମୀନ: ବାଣୀରେ ମଧୁରତା ରହିବ। କିନ୍ତୁ କ୍ରୋଧରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବେ।

Exit mobile version