Site icon ଆଜିକାଲି

କ୍ୟାପିଟାଲ ଥାନାରେ ପାଣ୍ଡିଆନଙ୍କ ବିରୁଦ୍ଧରେ ଅର୍ଥ ତୋଷରପାତ ଅଭିଯୋଗ

ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ କରିଛନ୍ତି ଆଇନଜୀବୀ ସୁଧିର ଚରଣ ମହାନ୍ତି । ସେହିପରି ଖଣି ମାଫିଆଙ୍କଠୁ ସେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି।

Exit mobile version