Site icon ଆଜିକାଲି

ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ସାଲେପୁର : ପ୍ରସାଦ ଖାଇ ଶତାଧିକ ଅସୁସ୍ଥ । ୫ଟି ଗ୍ରାମ କାନପୁର, ରମକାପୁର, ଦେଉଳି, ଜୟୀରାମପୁର ଏବଂ ଗୁଆଳିପୁରରେ ଅନେକ ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି । ଅଷ୍ଟପ୍ରହରୀ ପ୍ରସାଦ ପାଇବା ପରେ ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଲୋକଙ୍କୁ ଝାଡା ଏବଂ ବାନ୍ତି ହୋଇଛି । ସାଲେପୁର ଏବଂ ମାହାଙ୍ଗର ୨ଟି ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କର ଚିକିତ୍ସା କରୁଛନ୍ତି ।

Exit mobile version