Site icon ଆଜିକାଲି

ଆତ୍ମସମର୍ପଣ କଲେ ୧୫୦ରୁ ଅଧିକ ମାଓବାଦୀ ମିଲିସିଆ

ମାଲକାନଗିରି : ୧୫୦ରୁ ଅଧିକ ମାଓବାଦୀ ମିଲିସିଆ ଆଜି ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ ଡିଆଇଜିଙ୍କ ନିକଟରେ ସେମାନେ ଅସ୍ତ୍ରତ୍ୟାଗ କରିଛନ୍ତି । ଗୁରୁପ୍ରିୟା ସେତୁ ନିକଟରେ ଥିବା କ୍ୟାମ୍ପକୁ ଆସି ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ମିଲିସିଆ । ଆତ୍ମସମର୍ପଣ କରିବା ପରେ ମିଲିସିଆମାନେ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ଭାଙ୍ଗି ଦେଇଛନ୍ତି।

Exit mobile version