Site icon ଆଜିକାଲି

କେନ୍ଦୁଝର ଜିଲ୍ଲାରେ ପୂର୍ବତନ ସମିତି ସଭ୍ୟାଙ୍କୁ ହତ୍ୟା

କେନ୍ଦୁଝର, / ୨୯ । ୫ । ୨୦୨୩ କେନ୍ଦୁଝର ଜିଲ୍ଲାପଣ୍ଡାପଡା ଥାନା ଅନ୍ତର୍ଗତ ବିନିଦା ଗ୍ରାମର ପାଲାଗାୟିକା ତଥା ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ଯା ଓ ବର୍ତ୍ତମାନର ପଣ୍ଡାପଡା ମଣ୍ଡଳର ବିଜେପି ଉପସଭାନେତ୍ରୀ ସତ୍ଯଭାମା ସିଂହ ( ୪୫ ) ଙ୍କୁ କେହି ଦୁର୍ବୃତ୍ତ ଗତକାଲି ରାତି ୧୦ଟା ପରେ ପଥରରେ ଛେଚି ହତ୍ଯା କରିଥିବା ସନ୍ଦେହ । ଘଟଣା ସ୍ଥଳରେ ସଦର ଏସଡିପିଓ , ସାଇଣ୍ଟିଫିକ ଟିମ ସହିତ ପଣ୍ଡାପଡା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Exit mobile version