Site icon ଆଜିକାଲି

ଆଜିଠୁ ନୂଆ ଶିକ୍ଷାବର୍ଷ, ଆସନ୍ତା ୧୧ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଉଛି ୨୦୨୩-୨୪ ଶିକ୍ଷାବର୍ଷ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଚାଲିବ ପାଠପଢା।

ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ସ୍କୁଲ ଗୁଡିକରେ ସକାଳୁଆ ପାଠପଢା ଆରମ୍ଭ ହେବ । ସ୍କୁଲରେ ପାଠପଢା ସକାଳ ୭ରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ ଚାଲିବ ।

Exit mobile version