Site icon ଆଜିକାଲି

ବାପୁଜୀ ଯୁବକ ସଂଘ ନୂତନ କମିଟି ଗଠନ

କେନ୍ଦୁଝର, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ଗ୍ରାମପଞ୍ଚାୟତ ର କେମ୍ପସଡା ଗ୍ରାମ ର ବାପୁଜୀ ଯୁବକ ସଂଘ ର ନୂତନ କମିଟି ଗଠିତ ହୋଇଯାଇଛି। ଗ୍ରାମ ବରିଷ୍ଠ ବ୍ୟକ୍ତି ଓ ଯୁବକ ମାନଙ୍କ ଉପସ୍ଥିତି ରେ ଏହି କମିଟି ଗଠନ କରିଥିଲେ ସଦସ୍ୟ ମାନେ। ଏହି ସଂଘ ର ନୂତନ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି କୃଷ୍ଣଚଦ୍ର ନାଏକ, ଉପସଭାପତି ସରୋଜ କୁମାର ମହାନ୍ତ,ସମ୍ପାଦକ ଛୋବିଳ କୁମାର ପାତ୍ର,ସହସମ୍ପାଦକ ବିନାୟକ କୁମାର ପାତ୍ର, କୋଷାଧ୍ୟକ ବନମାଳୀ ମହାନ୍ତ ସଂଘ ସୁଚାରୁ ରୂପେ ଚଳାଇବା ପାଇଁ ନୂତନ ସଭାପତି କିହିଛନ୍ତି। ସଂଗଠନ ର ବିଭିନ୍ନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସଂଗଠନ ର ଉପସଭାପତି ସରୋଜ କୁମାର ମହାନ୍ତ କହିଛନ୍ତି।

Exit mobile version