Site icon ଆଜିକାଲି

ଆଜି ଶପଥ ନେବେ ନବ ନିର୍ବାଚିତ ବିଧାୟକ ଦୀପାଳି ଦାସ

ଭୁବନେଶ୍ୱର : ଆଜି ଶପଥ ନେବେ ଝାରସୁଗୁଡାର ନବ ନିର୍ବାଚିତ ବିଧାୟକ ଦୀପାଳି ଦାସ । ଉପ-ବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଆଜି ଦୀପାଳି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଏଥିରେ ଶପଥ ନେବେ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟକ ଦୀପାଳି ଦାସ । ଝାରସୁଗୁଡ଼ା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ରବିବାର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି । ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

Exit mobile version