Site icon ଆଜିକାଲି

ଓଡ଼ିଶା ଅଗ୍ନିଶମ ସେବାର ନୂଆ ନାମ ‘ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା’

ଭୁବନେଶ୍ୱର : ଓଡ଼ିଶା ଅଗ୍ନିଶମ ସେବାର ନାମ ବଦଳିଛି । ଏହାର ନୂଆ ନାମ ରଖାଯାଇଛି। ନୂଆ ନାମ ହେଲା – ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା । ନୂଆ ନାମ ନେଇ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

Exit mobile version