Site icon ଆଜିକାଲି

ଆଜିଠୁ ଓଜେଇଇ ୱେବ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର : ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ଅନଲାଇନ ଯୋଗେ କାଉନସେଲିଂ ପ୍ରକ୍ରିୟା ହେବ । ଲାଟେରାଲ ବର୍ଗର ଡିପ୍ଲୋମା, ବିଏସସି( ଟେକ୍ନିକାଲ), ଫାର୍ମା ଓ ଇଣ୍ଟିଗ୍ରେଟେଡ ଏମବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ । ପଞ୍ଜିକରଣ ଓ ଚଏସ ଫିଲିଂ ଅନଲାଇନ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ। ସବିଶେଷ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । କାଉନସେଲିଂ ସଂପର୍କିତ ସମସ୍ତ ତଥ୍ୟ www.ojee.nic.in ରେ ଉପଲବ୍ଧ ହେବ।

Exit mobile version