Site icon ଆଜିକାଲି

ପ୍ରକାଶ ପାଇଲା ଓଜେଏସ- ୨୦୨୨ର ପରୀକ୍ଷାଫଳ, ସୁଶ୍ରିତା ମିଶ୍ର ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ- ୨୦୨୨ର ପରୀକ୍ଷାଫଳ । ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ନୀଲିଶା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ଆଠ ସ୍ଥାନରେ ଝିଅ ଅଛନ୍ତି । ସେହି ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୫ ଜଣ ଝିଅ ଅଛନ୍ତି ।

ସେହିପରି ଚତୁର୍ଥ ସ୍ଥାନରେ ରାଣୀ ରଞ୍ଜିତା ପଟ୍ଟନାୟକ, ପଞ୍ଚମ-ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ-ହର୍ଷିତା ମିଶ୍ର, ସପ୍ତମ-ପ୍ରଜ୍ଞା ସୁମନ ମହାପାତ୍ର, ୮ମ-ଏସ.ଆର.ତୋଷାଳି, ୯ମ- ସତ୍ୟଜିତ୍ ପାଣି ଥିବାବେଳେ ୧୦ମ ସ୍ଥାନରେ ଲଳିତେନ୍ଦୁ ଦେବତା ରହିଛନ୍ତି ।

Exit mobile version