Site icon ଆଜିକାଲି

ଶ୍ରୀ ରାମଲୀଳା ଅବସରରେ ଶ୍ରୀମନ୍ଦିରରେ ମାୟା ରାବଣ ବଦ୍ଧ ଲୀଳା ପାଳିତ

ପୁରୀ : ଶ୍ରୀ ରାମଲୀଳା ଅବସରରେ ପାରମ୍ପରିକ ଭାବରେ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ମାୟା ରାବଣ ବଦ୍ଧ ଲୀଳା। ସାହିଯାତର ପଞ୍ଚମ ଦିନରେ ପୁରୀର ସବୁଠାରୁ ବଡ଼ସାହି କୁଣ୍ଢେଇ ବେଣ୍ଟ ସାହି ତା’ର ଯାତ ବାହାର କରିଥିଲା। ଆଜି ଦିନରେ ହିଁ ପ୍ରଥମ ଥର ଲଙ୍କା ନରେଶ ରାବଣ ଙ୍କ ଆବିର୍ଭାବ ହୋଇଥିଲା। କୁଣ୍ଢେଇବେଣ୍ଟ ସାହିର ରାବଣକୁ ମାୟା ରାବଣ କୁହାଯାଏ, କାହିଁକି ନା, ଆଜି ମାୟାରେ ଏହି ରାବଣ ମାତା ସୀତାଙ୍କୁ ଚୋରି କରିବାନୀତି ସମ୍ପର୍ଣ୍ଣ ହୋଇଥିଲା।ଶ୍ରୀମନ୍ଦିର ରେ ଏହା ସୀତାଚୋରୀ ନୀତି ହିସାବରେ ପାଳିତ ହୁଏ।

Exit mobile version