Site icon ଆଜିକାଲି

ବଲାଙ୍ଗୀରରେ ନିର୍ମମ ହତ୍ୟା, ଯୁବକଙ୍କୁ ପିଟିପିଟି ମାରିଦେଲେ

ବଲାଙ୍ଗୀର : ବଲାଙ୍ଗୀର ସଦରଥାନା ଅଧିନ ପଣ୍ଡରାପିଟା ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଭାସ୍କର ତାଣ୍ଡି ବୋଲି ଜଣାପଡିଛି ।

ସେପଟେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ କେଉଁ କାରଣ ପାଇଁ ହତ୍ୟା କରାଯାଇଛି । ସେନେଇ ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Exit mobile version