Site icon ଆଜିକାଲି

ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଅକ୍ଟୋବର ୨୭ରେ ଓଏଏସ୍‌ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା । ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ନେଇ ଓପିଏସସିରୁ ବିଜ୍ଞପ୍ତି ପ୍ରକାଶ । ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା । ପ୍ରିଲିମିନାରୀ ପରୀକ୍ଷା ପାଇଁ ଓପିଏସସିର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ ଅନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Exit mobile version