Site icon ଆଜିକାଲି

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଅଷ୍ଟା) ୩୩ତମ ସାମ୍ବିଧାନିକ ସମ୍ମିଳନୀ

କେନ୍ଦୁଝର, (ନିପ୍ର) ଆଜି କେନ୍ଦୁଝର କାଳିପଡ଼ିଆ ଠାରେ ଦୁଇ ଦିନିଆ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଅଷ୍ଟା) ର ୩୩ତମ ସାମ୍ବିଧାନିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଣିଗ୍ରାହୀ, ମୁଖ୍ୟ ଅତିଥି ରୂପେ ଜିଲ୍ଲା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ସେଠୀ, ଓଏସ୍. ଜିଇସିସି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ ।

FacebookTwitterLinkedinWhatsapp
Exit mobile version