Site icon ଆଜିକାଲି

ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର, ଗାଡି ଚଳାଚଳ ବନ୍ଦ

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ରାଲେଗଡା ମଧ୍ୟରେ ଥିବା ରାଜୁଗୁଡା ନିକଟରେ ଦୁର୍ଘଟଣା । ବୁଲାଣି ରାସ୍ତାରେ ଓଲଟି ପଡିଲା ଏସିଡ୍ ବୋଝେଇ ଟ୍ୟାଙ୍କର ।

ଗାଡିଟି ବିଶାଖାପାଟଣାରୁ ଜଗଦଲପୁର ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପଟାଙ୍ଗି ଥାନା ପୋଲିସ ଓ ଅଗ୍ନିଶମବାହିନୀ ପହଂଚିଛନ୍ତି।

Exit mobile version