Site icon ଆଜିକାଲି

ଓଲଟିଲା ପିକଅପ୍ ଭ୍ୟାନ : ୩ ମୃତ, ୧୪ ଆହତ

ସୁନ୍ଦରଗଡ଼ : ଓଲଟିଲା ପିକଅପ୍ ଭ୍ୟାନ । ତିନି ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ଆମଝରଣ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭ୍ୟାନ ଓଲଟି ତିନି ଜଣ ମୃତ୍ୟୁବରଣ କରିଛନ୍ତି। ୧୪ ଜଣ ଆହତ ହୋଇଛନ୍ତି। ୧୪ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଲାଠିକଟା ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Exit mobile version