0 Comment
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ । ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ପୀଠରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ ଆରମ୍ଭ କରିବେ । ମହିମା ଗାଦି ମନ୍ଦିରରେ ଉପାସନା ପୀଠ ଓ ବତୀ ମଣ୍ଡପ, ଶୂନ୍ୟ ମଣ୍ଡପ ଓ ମହିମା ଗାଦି ଚତୁଃପାର୍ଶ୍ବ ଉନ୍ନତିକରଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଏହି ଗସ୍ତରେ ସାମିଲ ହେବେ ।... Read More