November 1, 2023 0 Comment ଆଜିଠୁ ଖୋଲିବ କୁଳଡିହା ଅଭୟାରଣ୍ୟନୀଳଗିରି : ଆଜିଠୁ ଖୋଲିବ କୁଳଡିହା ଅଭୟାରଣ୍ୟ । ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନେଚର୍ସ କ୍ୟାମ୍ପ । ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଦୀର୍ଘମାସ ପରେ ପୁଣି ଚଳଚଞ୍ଚଳ ହୋଇଉଠିବ । ବାଲେଶ୍ୱର
November 1, 2023 0 Comment ଆଜିଠୁ ୩ ଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀ : ଆଜିଠୁ ୩ ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ଉପରେ ହବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦେଶବିଦେଶ
November 1, 2023 0 Comment ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ, ଖସିଲା ପାରଦଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡ଼ି । ଘନ କୁହୁଡ଼ି ରେ ଆଚ୍ଛାଦିତ ହେଉଛି କନ୍ଧମାଳ ଜିଲା ସମେତ ଦାରିଙ୍ଗବାଡ଼ି । ବିଗତ ୪୮ ଘଣ୍ଟା ରେ ଜିଲାର ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଘନ କୁହୁଡ଼ି ରେ ଆଚ୍ଛାଦିତ ହେଉଛି । ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ବିଗତ ଦିନ... Read More ରାଜ୍ୟ
November 1, 2023 0 Comment ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସର କରିବେ ଉଦଘାଟନଭୁବନେଶ୍ୱର : ମାଲକାନଗିରି ପରେ କଳାହାଣ୍ଡି । ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର । ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ବିକାଶ କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ । ଆଜି ଦିନ ୧୦ଟା ୫ରେ ମୁଖ୍ୟମନ୍ତ୍ରୀ ନବୀନ... Read More ରାଜ୍ୟ
November 1, 2023 0 Comment ପୁଣି ଟ୍ରେନ ଦୁର୍ଘଟଣା, ସୁହେଲଦେବ ଏକ୍ସପ୍ରେସ ଲାଇନଚ୍ୟୁତନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ ଖସିଛି । ଟ୍ରେନର ଦୁଇଟି ଡବା ଏବଂ ଇଂଜିନ ଟ୍ରାକରୁ ଖସିପଡିଛି । ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଖବର ମିଳିଛି । ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ହଠାତ୍ ଟ୍ରାକର ତଳକୁ ଖସି ପଡିଥିଲା । ଉତ୍ତରପ୍ରଦେଶ ରେଲୱେ ପିଆରଓ ଏହି ଘଟଣାରେ କେହି ହତାହତ ହୋଇନଥିବା କହିଛନ୍ତି । ତେବେ ଦୁର୍ଘଟଣା... Read More ଦେଶବିଦେଶ
November 1, 2023 0 Comment ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରିପାରାଦୀପ : ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା । ଆଗାମୀ ମେ ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସରିବା ଯାଏ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ସମୁଦ୍ରରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ କୁହାଯାଇଛି । ଧାମରା ନଦୀ ମୁହାଣ, ଦେବୀ ନଦୀ ମୁହାଣ ଓ ଋଷିକୁଲ୍ୟା ମୁହାଣ ସଂଲଗ୍ନ ଅଞ୍ଚଳରେ ମାଛ... Read More ରାଜ୍ୟ
November 1, 2023 0 Comment ମାସ ଆରମ୍ଭରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍, ବଢିଲା ୧୦୧.୫୦ ଟଙ୍କାନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଛି । ଏହାପୂର୍ବରୁ ଅକ୍ଟୋବର ୧ ରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି ପାଇଥିଲା । କର୍ମସିଆଲ... Read More ଦେଶବିଦେଶ
November 1, 2023 0 Comment ୦୧ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳମେଷ : ଆଜି ଅଟକିଥିବା କାମ ପୂରା ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ପରିଶ୍ରମ ତୁଳନାରେ ପରିଣାମ ନ ମିଳିଲେ ମଧ୍ୟ ଆପଣ ସେହି କ୍ଷେତ୍ରରେ ଆଗକୁ ଯିବେ। ପରିବାରରେ ହସଖୁସିର ମାହୋଲ ରହିବ। ବୃଷ : ଆଜି ଆପଣଙ୍କ ସ୍ୱଭାବ ଉଗ୍ର ରହିବ। ଅଧିକ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବେ। ବୌଦ୍ଧିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମନ ପ୍ରସନ୍ନ ରହିବ। କାମ କରିବାରେ ମନ ଲାଗିବ। ଅନ୍ୟ ସହିତ କଥାବାର୍ତ୍ତା ବେଳେ ଭଦ୍ରତା... Read More ରାଶିଫଳ
October 31, 2023 0 Comment ଲେଖାଯିବ ଗାଁ ବିକାଶର ନୂଆ ଅଧ୍ୟାୟ: ବାଲେଶ୍ଵର ଓ ବଲାଙ୍ଗୀର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦... Read More ରାଜ୍ୟ
October 31, 2023 0 Comment ଶିମିଳିପାଳ ଅଞ୍ଚଳରୁ ୭୧ଟି ଦେଶୀ ବନ୍ଧୁକ ଜବତବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଶିକାରୀମାନଙ୍କ ଉତ୍ପାତରେ ଲଗାମ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ। କଡାକଡି କରାଯାଇଛି ସର୍ଚ୍ଚ ଅପରେସନ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନରେ ୭୧ଟି ବନ୍ଧୁକ ଜବତ କରାଯାଇଛି । ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଚ୍ଚ ଅପରେସନରେ ଏସବୁ ବନ୍ଧୁକ ମିଳିଛି। କିଛି ଦିନ ତଳେ ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ... Read More ରାଜ୍ୟ