0 Comment
ନୂଆଦିଲ୍ଲୀ : ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ ଶନିବାର ସବୁଠୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲ ଷ୍ଟାଡ଼ିୟମରେ ମୁହାଁମହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚକୁ ସବୁ ବଡ଼ ମ୍ୟାଚ ଭାବେ ବିବେଚନା କରାଯାଉଛି । ୨୦୧୯ ଦିନିକିଆ ବିଶ୍ବକପ୍ ପରଠାରୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଏହି ବିଗତ ୪ ବର୍ଷ ମଧ୍ୟରେ... Read More