0 Comment
ସମ୍ବଲପୁର : ଆମ୍ରପଲ୍ଲୀ, ଲେଙ୍ଗଡ଼ା, ଦଶେରୀ, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ ଏମିତି ଆହୁରି ଅନେକ ଭଳିକି ଭଳି ଆମ୍ବ ଦେଖିବାକୁ ପାଇବେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ର ପ୍ରାଙ୍ଗଣରେ । ଜିଲା ପ୍ରଶାସନ ଏବଂ ଓରମାସ ର ମିଳିତ ସହଯୋଗ ରେ ଆୟୋଜିତ ଜିଲାସ୍ତରୀୟ ଆମ୍ବ ଉତ୍ସବ ଗାଁ ଆମ୍ବ ପସରା କୁ ଆଜି ଜିଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି। ଏହି ଗାଁ ଆମ୍ବ ପସରା ୨୦ ଜୁନ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଜିଲାର... Read More