Site icon ଆଜିକାଲି

ଧଉଳି ଏକ୍ସପ୍ରେସରୁ ଖସିପଡ଼ିଲେ ଯାତ୍ରୀ, ମେଡ଼ିକାଲ୍‌ରେ ଭର୍ତ୍ତି

ଚଣ୍ଡିଖୋଲ : ଧଉଳି ଏକ୍ସପ୍ରେସରୁ ଖସି ପଡ଼ିଲେ ଯାତ୍ରୀ। ପୁରୀରୁ ହାୱଡ଼ାକୁ ଯିବା ବେଳେ ଯାଜପୁରର ବଇରୀ ଷ୍ଟେସନ ପାଖରେ ଟ୍ରେନରୁ ଖସି ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଯାତ୍ରୀ ହେଲେ ରାଜେଶ। ସେ ରାଜସ୍ଥାନର ବାସିନ୍ଦା। ଅସାବଧାନତା ଯୋଗୁ ବୈରୀ ଷ୍ଟେସନ ପାଖରେ ସେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ରାଜେଶଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସ୍ଥାନୀୟ ଲୋକେ ରେଳବାଇ ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତି କରିଛନ୍ତି।

Exit mobile version