Site icon ଆଜିକାଲି

ପଟୁଆରରେ ବାହାରି ଦଶହରା ବୁଲିଛନ୍ତି ମାହେଶ୍ୱରୀ

ଆଠମଲ୍ଲିକ : ଦଶହରା ପାଇଁ ଉତ୍ସବ ମୁଖର ଅନୁଗୁଳ ଜିଲା ଆଠମଲ୍ଲିକ । ଆଜି ଆଠମଲ୍ଲିକ ଆରାଧ୍ୟ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିରରେ ସାଜସଜା ହେଇଛି । ମାହେଶ୍ୱରୀ ଦେବୀ ପଟୁଆରରେ ବାହାରି ଦଶହରା ବୁଲି ବାହାରିଛନ୍ତି । ମାଙ୍କୁ ନେବା ପାଇଁ ସାଜ ସଜା ଆରମ୍ଭ ହେଇଛି । ଘଣ୍ଟ ବାଦ୍ୟ ବଜାଇ ମାଙ୍କ ପଟୁଆର ବାହାରିଛି । ମା’ ଦଶହରା ବୁଲି ଫୁଣି ତାଙ୍କ ମନ୍ଦିର ଫେରିବେ । କାଲି ଭସାଣୀ ହେଲେ ମା ଦୁର୍ଗା ଧରାପୃଷ୍ଟରୁ ବିଦାଇ ନେବେ । ସୂଚନା ଯେ, ଚଳିତବର୍ଷ କଟକଣା ମୁକ୍ତ ହେଇଥିବାରୁ ଭକ୍ତମାନଙ୍କ ସମାଗମ ହେଇଛି ।

Exit mobile version