Site icon ଆଜିକାଲି

ପିକଅପ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଲିଗୁଡା : ପିକ୍‌ଅପ୍‌ ଭ୍ୟାନ୍‌ ସହ ମୁହାଁ ମୁହିଁ ଧକ୍କା ହେଲା ବାଇକ୍‌ । ଦୁର୍ଘଟଣାରେ ବାଇକ ଚାଳକ ମୃତ । ବାଲିଗୁଡା ଏନ.ଏଚ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣା । ମୃତକ ଭଞ୍ଜନଗର ଥାନା କଇଠପଲିର ସନ୍ତୋଷ ରଣା ବୋଲି ଜଣାପଡ଼ିଛି । ଏନେଇ ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।

Exit mobile version