Site icon ଆଜିକାଲି

ମିଳିଲେନି ଡୋନର, ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର : ଲିଭର ସିରୋସିସ୍‌‌ ରୋଗରେ ପୀଡିତ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ଲାଗି ଦିଲ୍ଲୀରୁ ଯିବେ ହାଇଦ୍ରାବାଦ । ପରିବାରର କାହା ସହିତ ପିଣ୍ଟୁଙ୍କ ଲିଭର ମ୍ୟାଚ୍‌ କରୁନାହିଁ । ସେହିପରି କେହି ଡୋନର ନମିଳିବାରୁ ତାଙ୍କୁ କାଡ୍‌ଭ୍ରାରିକ୍‌ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ନିଆଯିବ । ଏନେଇ ଶନିବାର ପିଣ୍ଟୁଙ୍କ ବନ୍ଧୁ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି।

Exit mobile version