Site icon ଆଜିକାଲି

ଆଜି ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ । ଗୁରୁବାର ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚଳିତ ଥର ୧ହଜାର ୧୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ଆଜି ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲା ମାନେ ୱେବସାଇଟ ରେ ନିଜ ପରୀକ୍ଷା ଫଳ ଜାଣିପାରିବେ ।

Exit mobile version